Sunday, November 30, 2025

ମାତୃସ୍ତୁତି



 ଦେବୀ ପ୍ରପନ୍ନାର୍ତ୍ତି ହରେ ପ୍ରସୀଦ

ପ୍ରସୀଦ ମାର୍ତର୍ଜଗତୋଽଖିଳସ୍ୟ

ପ୍ରସୀଦ ବିଶ୍ବେଶ୍ବରୀ ପାହି ବିଶ୍ବଂ

ତ୍ବମିଶ୍ବରୀ ଦେବୀ ଚରାଚରସ୍ୟ



” ଶ୍ରୀମଦ୍ ଜଗତ୍‌ଗୁରୁ ଶ୍ରୀ ଶ୍ରୀ ଶଙ୍କରାଚାର୍ଯ୍ୟ "ସୌନ୍ଦର୍ଯ୍ୟ ଲହରୀ” ପୁସ୍ତକରେ ଲେଖିଛନ୍ତି -

ବିରଞ୍ଚିପଞ୍ଚତ୍ବଂ ବ୍ରଜତି ହରିରାୟୋତି ବିରତିମ୍

ବିନାଶଂ କୀନାଶୋ ଭଜତି ଧନଦୋ ଯାତି ନିଧନମ୍ 

ବିତନ୍ଦ୍ରୀମାହେନ୍ଦ୍ରୀ ବିତତିରପି ସଂମୀଳିତ ଦୃଶା 

ମହାସଂହାରେଽସ୍ମିନ୍ ବିହରତି ସତି ତ୍ଵତ୍ ପତିରସୌ ।


“ ମହାପ୍ରଳୟରେ ସମସ୍ତଦେବତା ଲୟପ୍ରାପ୍ତ ହୁଅନ୍ତି । କେବଳ ପରମବ୍ରହ୍ମ ରହିଥାନ୍ତି । ଶକ୍ତି ମଧ୍ୟ ଅବ୍ୟକ୍ତଭାବେ ପରମଶିବଙ୍କ ସହିତ ରହିଥାନ୍ତି । ଶକ୍ତିଙ୍କର ନିର୍ଦ୍ଦେଶରେ ସମସ୍ତ ପ୍ରଳୟରେ ଲୀନ ହେଲେ ମଧ୍ୟ କେବଳ ଶକ୍ତି ଅବିନଶ୍ଵର ଭାବେ ରହନ୍ତି । ଏଣୁ କୁହାଯାଇଛି-“ହେ ସତି । ଯେତେବେଳେ ବ୍ରହ୍ମା, ବିଷ୍ଣୁ, ରୁଦ୍ର, ମହେଶ, ଇନ୍ଦ୍ର କୁବେର ଆଦି ମୃତ୍ୟୁଲାଭକରନ୍ତି ସେତେବେଳେ କେବଳ ମହାପ୍ରଳୟରେ ତୁମର ସ୍ଵାମୀ ନିର୍ଗୁଣ ବ୍ରହ୍ମରୂପେ ବଞ୍ଚି ରୁହନ୍ତି । ଏହା ଭଗବତୀଙ୍କ ସତୀତ୍ଵର ପ୍ରଭାବରୁ ସମ୍ଭବ ହୁଏ । ସଦାଶିବଙ୍କର ତତ୍ତ୍ଵରେ ବିଶ୍ଵର ବୀଜ ରହିଥାଏ । ସେ ବୀଜ କେବେ ନଷ୍ଟ ପ୍ରାପ୍ତ ହୁଏ ନାହିଁ । ଯଦି ବିଶ୍ଵର ବୀଜନଷ୍ଟ ହୋଇଯିବ, ତେବେ ପ୍ରଳୟପରେ ସୃଷ୍ଟି କିପରି ସମ୍ଭବ ହୁଅନ୍ତା ।”

ଏହି ସିନ୍ଧାନ୍ତରୁ ଜଣାଯାଏ ଓ ଏଥିରୁ ପ୍ରମାଣିତ ହୁଏ ଯେ ଶିବ ଶକ୍ତି ଯୁକ୍ତ ହୋଇ ସୁନ୍ଦିତ ହୋଇଥାନ୍ତି । ଏହା ସୌନ୍ଦର୍ଯ୍ୟ ଲହରୀର ପ୍ରଥମ ଶ୍ଳୋକରେ ଅବତାରଣା କରାଯାଇଛି । 

Friday, August 6, 2010

Omm Maa Durge

Goddess Durga exists eternally, always abiding in her own sweet nature and inhabits the hearts and minds of her ecstatic devotees. As Shakti power, she shapes, nurtures, and dissolves names and forms, while as subtle spiritual energy called Kundalini, She lights the lotuses fo the seven centres of awareness in the sacred human body. Goddess Durga killed the powerful demon Mahish and all his great commanders. When demonic forces create imbalance all god unite becoming one divine force called Shakti or Durga.

Ma- Durge Durgati Nashini

Maa go.... E adhama santanara pranati ghenakara

ମାତୃସ୍ତୁତି

 ଦେବୀ ପ୍ରପନ୍ନାର୍ତ୍ତି ହରେ ପ୍ରସୀଦ ପ୍ରସୀଦ ମାର୍ତର୍ଜଗତୋଽଖିଳସ୍ୟ ପ୍ରସୀଦ ବିଶ୍ବେଶ୍ବରୀ ପାହି ବିଶ୍ବଂ ତ୍ବମିଶ୍ବରୀ ଦେବୀ ଚରାଚରସ୍ୟ ” ଶ୍ରୀମଦ୍ ଜଗତ୍‌ଗୁରୁ ଶ୍ରୀ ଶ...